ପରାଜୟର ଆଶଙ୍କାରେ ଫ୍ରାନ୍ସ ରାଷ୍ଟ୍ରପତି ହମୈନୁଅଲ ମୈକ୍ରୋ ୟୁରୋପିୟ ସଂସଦ ଭଙ୍ଗ କଲେ
ଷ୍ଟ୍ରାସବର୍ଗ (ଫ୍ରାନ୍ସ), ୧୦ ଜୁନ୍ (ହି.ସ.)- ୟୁରୋପିୟ ୟୁନିଅନ ର ସଂସଦୀୟ ନିର୍ବାଚନରେ ପରାଜୟର ଆଶଙ୍କା କାରଣରୁ ଫ୍ରା
ପରାଜୟର ଆଶଙ୍କାରେ ଫ୍ରାନ୍ସ ରାଷ୍ଟ୍ରପତି ହମୈନୁଅଲ ମୈକ୍ରୋ ୟୁରୋପିୟ ସଂସଦ ଭଙ୍ଗ କଲେ


ଷ୍ଟ୍ରାସବର୍ଗ (ଫ୍ରାନ୍ସ), ୧୦ ଜୁନ୍ (ହି.ସ.)- ୟୁରୋପିୟ ୟୁନିଅନ ର ସଂସଦୀୟ ନିର୍ବାଚନରେ ପରାଜୟର ଆଶଙ୍କା କାରଣରୁ ଫ୍ରାନ୍ସ ର ରାଷ୍ଟ୍ରପତି ସଂସଦ ହମୈନୁଅଲ ମୈକ୍ରୋ ସଂସଦ ଭଙ୍ଗ କରି ମଧ୍ୟାବଧି ନିର୍ବାଚନର ଆହ୍ଵାନ କରିଛନ୍ତି । ବେଲଜିୟମ ର ଶାସନ କ୍ଷମତାରେ ଥିବା ଦଳର ଏହି ନିର୍ବାଚନରେ ପରାଜୟ ପରେ ପ୍ରଧାନମନ୍ତ୍ରୀ ଏଲେକଜେଣ୍ଡର ଡିକ୍ରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ୟୁରୋପିୟ ୟୁନିଅନ ର ସଂସଦୀୟ ନିର୍ବାଚନ ଜୁନ୍ ୬ରୁ ୯ ତାରିଖ ମଧ୍ୟରେ ହୋଇଥିଲା । ଏହି ନିର୍ବାଚନରେ ପ୍ରାୟ ୪୦ କୋଟି ଲୋକ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande