ହିଞ୍ଜିଳିରୁ ନବୀନ, ଆସିକାରୁ ସରୋଜ ଓ ପୋଲସରାରୁ ଗୋକୁଳାନନ୍ଦ ବିଜୟୀ
ଗଞ୍ଜାମ, ୪ ଜୁନ୍ (ହି.ସ.)- ହିଞ୍ଜିଳି ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ
ହିଞ୍ଜିଳିରୁ ନବୀନ, ଆସିକାରୁ ସରୋଜ ଓ ପୋଲସରାରୁ ଗୋକୁଳାନନ୍ଦ ବିଜୟୀ


ଗଞ୍ଜାମ, ୪ ଜୁନ୍ (ହି.ସ.)- ହିଞ୍ଜିଳି ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ୪ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି ।

ସେହିପରି ଆସିକା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସରୋଜ ପାଢ଼ୀ ବିଜୟୀ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥିନୀ ମଂଜୁଳା ସ୍ଵାଇଁଙ୍କୁ ହରାଇଛନ୍ତି ।

ସେହିପରି ପୋଲସରାରେ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande