ଆସନ୍ତା 18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ
ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- 18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଆସନ୍ତା 18 ଓ 19 ତାରିଖରେ ହେବ ଜିଲ୍ଲପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀ । ଲୋକସେବା କନଭେସନ ସେଣ୍ଟରରେ ଆୟୋଜିତ ହେବ ଏହି ଦୁଇ ଦିନିଆ ଜିଲ୍ଲପାଳ ସମ୍ମିଳନୀ । ଏନେଇ ସମସ୍ତ ରା
ଆସନ୍ତା 18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ


ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- 18ରୁ ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଆସନ୍ତା 18 ଓ 19 ତାରିଖରେ ହେବ ଜିଲ୍ଲପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ

ମିଳିତ ସମ୍ମିଳନୀ । ଲୋକସେବା କନଭେସନ ସେଣ୍ଟରରେ ଆୟୋଜିତ ହେବ ଏହି ଦୁଇ ଦିନିଆ ଜିଲ୍ଲପାଳ

ସମ୍ମିଳନୀ । ଏନେଇ ସମସ୍ତ ରାଜସ୍ବ ଡିଭିଜନାଲ୍‌ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande