ନୂଆପଡାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ନୂଆପଡାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । 6 ତାରିଖରୁ 8 ତାରିଖ ମଧ୍ୟରେ ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।ଖୁବଶୀଘ୍ର ତାରିଖ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ନୂଆପଡାରେ ନ
ନୂଆପଡାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ନୂଆପଡାରେ ଦୁଇ ଦିନ ରହି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । 6 ତାରିଖରୁ 8 ତାରିଖ ମଧ୍ୟରେ ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।ଖୁବଶୀଘ୍ର ତାରିଖ ସ୍ପଷ୍ଟ ହେବ ବୋଲି

କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି ଯେ, ନୂଆପଡାରେ ନବୀନ ବାବୁ ତାଙ୍କ ଦଳ ପାର୍ଥି ପାଇଁ ପ୍ରଚାର କରିବେ କିନ୍ତୁ

ସ୍ଥିତି ଯାହା ଅଛି ବିଜେପି ନିଶ୍ଚୟ ଜିତିବ ।ଜୟ ଢୋଲକିଆଙ୍କ ସପକ୍ଷରେ ବିପୁଳ ସମର୍ଥନ ଅଛି

ସେ ସୁନିଶ୍ଚିତ ଜିତିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande