ଭାରତ-ପାକିସ୍ତାନ ସୀମାରୁ ଦୁଇଟି ଡ୍ରୋନ ଓ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ
ଚଣ୍ଡିଗଡ, 27 ଫେବ୍ରୁଆରି (ହି.ସ.)- ବିଏସଏଫ ଭାରତ-ପାକିସ୍ତାନ ସୀମାରେ ସର୍ଚ୍ଚ ଅଭିଯାନ ଚଳାଇ ତିନି ଭିନ୍ନ ଭିନ୍ନ ସ୍ଥାନରେ ଡ୍ରୋନ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବିଏସଏଫ ଦ୍ୱାରା ଏହି ଅପରେସନ ବୁଧବାର କରାଯାଇଥିଲା । ବିଏସଏଫ ଅନୁସାରେ ଅମୃତସରର ବଲ୍ଲଡୱାଲ ଗାଁର
ଭାରତ-ପାକିସ୍ତାନ ସୀମାରୁ     ଦୁଇଟି ଡ୍ରୋନ ଓ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ


ଚଣ୍ଡିଗଡ, 27 ଫେବ୍ରୁଆରି (ହି.ସ.)- ବିଏସଏଫ

ଭାରତ-ପାକିସ୍ତାନ ସୀମାରେ ସର୍ଚ୍ଚ ଅଭିଯାନ ଚଳାଇ ତିନି ଭିନ୍ନ ଭିନ୍ନ ସ୍ଥାନରେ ଡ୍ରୋନ ଓ

ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବିଏସଏଫ ଦ୍ୱାରା ଏହି ଅପରେସନ ବୁଧବାର କରାଯାଇଥିଲା । ବିଏସଏଫ

ଅନୁସାରେ ଅମୃତସରର ବଲ୍ଲଡୱାଲ ଗାଁର ସୀମାବର୍ତ୍ତୀ ଅଂଚଳରେ କ୍ଷେତରୁ ଏକ କଳାରଙ୍ଗର ବ୍ୟାଗ ଜବତ

କରାଯାଇଥିଲା । ଏଥିରେ ତୁର୍କୀରେ ନିର୍ମିତ ଦୁଇ ପିସ୍ତଲ ଓ ଚାରୋଟି ମ୍ୟାଗାଜିନ ଥିଲା ।

ବିଏସଏଫର ଅନ୍ୟ ଟିମ୍ ଖାନୱାଲ ଗାଁ କ୍ଷେତରୁ ଚୀନ ନିର୍ମିତ ଏକ ଡ୍ରୋନ ଜବତ କରିଛନ୍ତି ।

ସୀମାବର୍ତ୍ତୀ ଗାଁ ଦାଉକେରୁ ବି ଗୋଟିଏ ଡ୍ରୋନ ଜବତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande