କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ । ମୃତକଙ୍କ ନାଁ ହେଉଛି ପ୍ରଭାତ ମହାନ୍ତି । କ୍ୟାପିଟାଲ ହସ୍ପିଟାଲର ଏକ୍ସରେ ବିଭାଗର ଆଟେଣ୍ଡାଟ
କ୍ୟାପିଟାଲ ହସ୍ପିଟାଲ     ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର


ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- କ୍ୟାପିଟାଲ

ହସ୍ପିଟାଲ ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ

ଉଦ୍ଧାର କଲା ପୋଲିସ । ମୃତକଙ୍କ ନାଁ ହେଉଛି

ପ୍ରଭାତ ମହାନ୍ତି । କ୍ୟାପିଟାଲ ହସ୍ପିଟାଲର ଏକ୍ସରେ ବିଭାଗର ଆଟେଣ୍ଡାଟ ଭାବରେ କାମ କରନ୍ତି । ଗତକାଲି ତାଙ୍କର ରାତି ଡ୍ୟୁଟି ଥିଲା । ତେବେ ପ୍ରଭାତ

କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାର କାରଣ ଅସ୍ପଷ୍ଟ ରହିଛି । ଆଜି ମୃତ ପ୍ରଭାତଙ୍କର ହେବ

ଶବ ବ୍ୟବଛେଦ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande