ଲିଙ୍ଗରାଜ ମନ୍ଦିର ଅଘଟଣ ଘଟଣା, ଘିଅର ମାତ୍ରା ଅଧିକ ଥିବା ମାନିଲେ ବ୍ରାହ୍ମଣ ନିଯୋଗ ସଭାପତି
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ଲିଙ୍ଗରାଜ ମନ୍ଦିର ଅଘଟଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବ୍ରାହ୍ମଣ ନିଯୋଗ ସଭାପତି ନାରାୟଣ ମହାପାତ୍ର । ବୟସଟା ବାଧକ ନୁହେଁ। ଏହା ଏକ ଦୁର୍ଘଟଣା। ଘିଅର ମାତ୍ରା ଅଧିକ ଥିବା ମାନିଲେ ବ୍ରାହ୍ମଣ ନିଯୋଗ ସଭାପତି । ନିଯୋଗ ମାନେ କେ
ଲିଙ୍ଗରାଜ ମନ୍ଦିର ଅଘଟଣ     ଘଟଣା, ଘିଅର ମାତ୍ରା ଅଧିକ ଥିବା ମାନିଲେ ବ୍ରାହ୍ମଣ ନିଯୋଗ ସଭାପତି


ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ଲିଙ୍ଗରାଜ

ମନ୍ଦିର ଅଘଟଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବ୍ରାହ୍ମଣ ନିଯୋଗ ସଭାପତି ନାରାୟଣ ମହାପାତ୍ର ।

ବୟସଟା ବାଧକ ନୁହେଁ। ଏହା ଏକ ଦୁର୍ଘଟଣା। ଘିଅର ମାତ୍ରା ଅଧିକ ଥିବା ମାନିଲେ ବ୍ରାହ୍ମଣ ନିଯୋଗ

ସଭାପତି । ନିଯୋଗ ମାନେ କେହି କାହାକୁ ଅବହେଳା କରନ୍ତି ନାହିଁ ।ପ୍ରଶାସନିକ ସ୍ତରରେ ନିଜ

ଅଭିଯୋଗ କର୍ତ୍ତୃପକ୍ଷଙ୍କ ପାଖରେ ଜଣାନ୍ତୁ। ସ୍ୱତଃଲିପି ପାଇଁ ଆଇନମନ୍ତ୍ରୀଙ୍କ ସହ ଆଲୋଚନା

କରିଥିବା କହିଛନ୍ତି।ଏକ ଆର୍ଡିନାନ୍ସ ଜାରି ହେବ, ଜଣେ ଜଜ ରହିବେ ଓ ଜଣେ ନିର୍ବିବାଦୀୟ ବ୍ୟକ୍ତି ରହିବେ ଓ ଅତି ଶୀଘ୍ର ସ୍ୱତଃଲିପି ଆସିବ

ବୋଲି ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande