ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୂଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କୁ  ଶ୍ରଦ୍ଧାଞ୍ଜଳି
ଭୁବନେଶ୍ଵର, 27 ଫେବ୍ରୁଆରି (ହି.ସ.) - ଆଜି ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀ ଅବସରରେ ଆଚାର୍ଯ୍ୟ ବିହାର ପାଣିଟାଙ୍କି, ଭୁବନେଶ୍ଵରସ୍ଥିତ ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ,
ସୂଚନା ଓ ଲୋକସମ୍ପର୍କ     ବିଭାଗ ପକ୍ଷରୁ ପୂଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କୁ      ଶ୍ରଦ୍ଧାଞ୍ଜଳି


ଭୁବନେଶ୍ଵର, 27 ଫେବ୍ରୁଆରି (ହି.ସ.) - ଆଜି

ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀ ଅବସରରେ ଆଚାର୍ଯ୍ୟ ବିହାର ପାଣିଟାଙ୍କି, ଭୁବନେଶ୍ଵରସ୍ଥିତ

ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗର

ନିର୍ଦ୍ଦେଶକ, ସରୋଜ କୁମାର ସାମଲ, ବିଭାଗର ନିର୍ଦ୍ଦେଶକ (ବୈଷୟିକ),

ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ,

ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ, ସୁଚେତା ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ

ଅଧିକାରୀ, ଭୁବନେଶ୍ଵର, ଲକ୍ଷ୍ମଣ ବେହେରା, ଅଚାର୍ଯ୍ୟ ବିହାର ପରିଷଦର ସଭାପତି,

ଭାଗବତ ପ୍ରସାଦ ଦାସ, ଅନ୍ୟାନ୍ୟ କର୍ମକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ତଥା ବିଭିନ୍ନ

ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ

ବିଭାଗ ଆନୁକୂଲ୍ୟରେ ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

କରାଯାଉଥିବା ପରିପ୍ରେକ୍ଷୀରେ ଆଜି ସକାଳ ଘ. ୮.୩୦ ମିନିଟ ସମୟରେ ଅତିଥିମାନଙ୍କ ସହ ବିଭାଗର ବହୁ

ଅଧିକାରୀ ଏବଂ କର୍ମଚାରୀ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର

ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ।ର୍ଘ୍ୟ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande