ସରସ୍ଵତୀ ଶିଶୁ ବାଟିକା କଦମପଡାଠାରେ ଘର ହିଁ ବିଦ୍ୟାଳୟ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚମ ସୋପାନ ଅନୁଷ୍ଠିତ
ବଲାଙ୍ଗିର, 19 ଜୁଲାଇ (ହି.ସ.) ଆଜି ଶନିବାର ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ଘରହିଁ ବିଦ୍ୟାଳୟ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚମ ସୋପାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୦୦ଜଣ ଅଭିଭାବିକା ଉପସ୍ଥିତ ରହି ଜୀବନର ଘନିଷ୍ଠତମ ଅନୁଭବ ଆଧାରିତ ବିଭିନ୍ନ କାଳାଂଶ ଗୁଡିକରେ ପ୍ରତ୍ୟକ୍ଷ ଭାବରେ ଅ
ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ଘରହିଁ ବିଦ୍ୟାଳୟ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚମ ସୋପାନ ଅନୁଷ୍ଠିତ।

ବଲାଙ୍ଗିର, 19 ଜୁଲାଇ (ହି.ସ.)

ଆଜି ଶନିବାର ସରସ୍ଵତୀ ଶିଶୁ ବାଟିକା କଦମ୍ ପଡା ଠାରେ ଘରହିଁ ବିଦ୍ୟାଳୟ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚମ ସୋପାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୦୦ଜଣ ଅଭିଭାବିକା ଉପସ୍ଥିତ ରହି ଜୀବନର ଘନିଷ୍ଠତମ ଅନୁଭବ ଆଧାରିତ ବିଭିନ୍ନ କାଳାଂଶ ଗୁଡିକରେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରିଥିଲେ। ଗୁରୁଜୀ ଶ୍ରୀ ସୁଜିତ କୁମାର ପଟ୍ଟନାୟକ,ଗୁରୁମା ଶ୍ରୀମତୀ ସୈଭାଗିନୀ ମିଶ୍ର, ଶ୍ରୀମତୀ ଭାରତୀ ଠାକୁର, ଶ୍ରୀମତୀ ସଂଘମିତ୍ରା ନାୟକ କାଳଂଶ ଗୁଡକୁ ନେଇଥିଲେ। କାଳାଂଶ ଶେଷରେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଚର୍ଚ୍ଚା ତଥା ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande