ଅଫିସରଙ୍କୁ ପରାମର୍ଶ ଭଲ ଅଫିସର ହୁଅ ମନ୍ତ୍ରୀ ଖୋଜିବେ- କୃଷ୍ଣ ଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର, 19 ଜୁଲାଇ (ହି.ସ.)ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ - ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଭଲ ଅଫିସର ହୁଅ ମନ୍ତ୍ରୀ ଖୋଜିବେ । ଭଲ
ଅଫିସରଙ୍କୁ ପରାମର୍ଶ ଭଲ     ଅଫିସର ହୁଅ ମନ୍ତ୍ରୀ ଖୋଜିବେ- କୃଷ୍ଣ ଚନ୍ଦ୍ର ମହାପାତ୍ର


ଭୁବନେଶ୍ୱର, 19 ଜୁଲାଇ (ହି.ସ.)ନିବନ୍ଧନ ଅଧିକାରୀଙ୍କ

ରାଜ୍ୟସ୍ତରୀୟ ସମ୍ମିଳନୀ

- ନିବନ୍ଧନ

ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର

ମହାପାତ୍ର ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଭଲ ଅଫିସର ହୁଅ ମନ୍ତ୍ରୀ ଖୋଜିବେ । ଭଲ ବିଭାଗ ପାଇଁ

ନେତା ମନ୍ତ୍ରୀଙ୍କ ପାଖରେ ତେଲ ମାରିବାକୁ ପଡିବ ନାହିଁ । ବଡ଼ ଅଫିସର ବଡ଼ ଲୋକ ହେଇଯିବ କିନ୍ତୁ

ଭଲ ମଣିଷ ଆଉ ଭଲ ଅଫିସର ହେବାକୁ ପଡିବ । ଭଲ ଅଫିସର ପାଇଁ ଲୋକଙ୍କ ଭିତରେ ପଶିବାକୁ ପଡିବ ।

ମନ୍ତ୍ରୀ ମାନେ ବି ସମୀକ୍ଷା କରୁଛନ୍ତି ଭଲ ଅଫିସରଙ୍କୁ ନିଜ ବିଭାଗକୁ ନେବା ପାଇଁ ବୋଲି

ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande