ନୂଆଦିଲ୍ଲୀ, 19 ଜୁଲାଇ (ହି.ସ.)
- ସ୍ୱାଧୀନତା
ସଂଗ୍ରାମୀ ଙ୍ଗଲ ପାଣ୍ଡେଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ମହାନ ସ୍ୱାଧୀନତା
ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଂଜଳି । ସେ
ବ୍ରିଟିଶ ଶାସନକୁ ଚ୍ୟାଲେଂଜ ଦେଇଥିବା ଦେଶର ଅଗ୍ରଣୀ ଯୋଦ୍ଧା ଥିଲେ । ତାଙ୍କ ସାହସ ଓ
ପରାକ୍ରମର କାହାଣୀ ଦେଶବାସୀଙ୍କ ପାଇଁ ପ୍ରେରଣାସ୍ରୋତ ହୋଇ ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା