ଏମ୍ସରେ ଲାଗିଲା ବିଏନଏସ ଧାରା ୧୬୩, ଆନ୍ଦୋଳନ କରିପାରିବେନି ଆନ୍ଦୋଳନକାରୀ
ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ଏମ୍ସ ପରିସରରେ ଆନ୍ଦୋଳନ କରିପାରିବେ ନାହିଁ ଆନ୍ଦୋଳନକାରୀ । ଏମ୍ସରେ ଜାରି ହୋଇଛି ବିଏନଏସ ଧାରା ୧୬୩ । ଏମ୍ସ ପରିସରରେ ହୋଇପାରିବନି କୌଣସି ଆନ୍ଦୋଳନ କିମ୍ବା ପ୍ରତିବାଦ । ପରବର୍ତୀ ନିର୍ଦେଶନାମା ନଆସିବ ଯାଏ ନିଷିଦ୍ଧାଞ୍ଚଳ ବଳବତ୍ତର
ଏମ୍ସରେ ଲାଗିଲା ବିଏନଏସ     ଧାରା ୧୬୩, ଆନ୍ଦୋଳନ କରିପାରିବେନି ଆନ୍ଦୋଳନକାରୀ


ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ଏମ୍ସ

ପରିସରରେ ଆନ୍ଦୋଳନ କରିପାରିବେ ନାହିଁ ଆନ୍ଦୋଳନକାରୀ । ଏମ୍ସରେ ଜାରି ହୋଇଛି ବିଏନଏସ ଧାରା

୧୬୩ । ଏମ୍ସ ପରିସରରେ ହୋଇପାରିବନି କୌଣସି ଆନ୍ଦୋଳନ କିମ୍ବା ପ୍ରତିବାଦ । ପରବର୍ତୀ ନିର୍ଦେଶନାମା ନଆସିବ ଯାଏ ନିଷିଦ୍ଧାଞ୍ଚଳ ବଳବତ୍ତର

ରହିବ । 1ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।

ଆନ୍ଦୋଳନ ହେତୁ ଦିନସାରା

ରୋଗୀ ସେବା ବ୍ୟାହତ ହୋଇଥିଲା । ଏମ୍ସ କର୍ତୃପକ୍ଷ ପ୍ରଥମେ ନୋଟିସ ଜାରି କରିଥିଲେ ପରେ ଆମେ

ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କଲୁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande