ବଳଙ୍ଗାରେ ବିଜେଡି କର୍ମୀ-ପୋଲିସ ଧସ୍ତାଧସ୍ତି
ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ବଳଙ୍ଗା ନାବାଳିକ ପୋଡି ଘଟଣାକୁ ନେଇ ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ କରାଯାଇଛି । ଥାନା ଘେରାଉ ବେଳେ ବିଜେଡି କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେଡି ନେତା, କର୍ମୀ
ବଳଙ୍ଗାରେ ବିଜେଡି     କର୍ମୀ-ପୋଲିସ ଧସ୍ତାଧସ୍ତି


ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ବଳଙ୍ଗା

ନାବାଳିକ ପୋଡି ଘଟଣାକୁ ନେଇ ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ କରାଯାଇଛି । ଥାନା ଘେରାଉ

ବେଳେ ବିଜେଡି କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ

କରିଥିଲେ ବିଜେଡି ନେତା, କର୍ମୀ

। ଏହି ସମୟରେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande