
ବଲାଙ୍ଗିର, 24 ମେ (ହି.ସ.)ଆଜି ବଲାଙ୍ଗିର ଲାଲଟିକ୍ରା ଗ୍ରୀଡ ସବଷ୍ଟେସନ ରେ ମଧ୍ୟାହ୍ନ 2.30 ବେଳେ ଏକ ପ୍ରଚଣ୍ଡ ଶବ ହୋଇ ଲଗିଲା ନିଆଁ ତୁରନ୍ତ ଅଗ୍ନିସମ ବିଭାଗ ଖବର ପାଇ ଆସି ନିଆଁ କୁ ଆୟତ୍ତ କରିଥିଲେ l ନିଆଁ ଲଗିଲା ପରେ ଧୂଆଁମୟ ନୋଇ ହୁତୁହୁତୁ ହୋଇ ନିଆଁ ଜଳି ଥିଲା l ଆଜି ଏଠାରେ ପ୍ରବଳ ଗରମ ଉତ୍ତପ୍ତ ପରିବେଶ ଭିତରେ ଏହି ଅଗ୍ନିକାଣ୍ଡ ପରେ କିଛି ସମୟ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା.
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ