ଜୟପୁର, 18 ଅକ୍ଟୋବର (ହି.ସ.) ଶୃଙ୍ଖଳା, ଦେଶପ୍ରେମ ଓ ନେତୃତ୍ୱର ବିକାଶ ସହ ଯୁବପିଢ଼ିଙ୍କୁ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ୧୮ତମ ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି,
ଜୟପୁର18 ଅକ୍ଟୋବର (ହି.ସ.) ତିନି ଦଫା ଦାବିପୂରଣ ପାଇଁ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବିଶାଳ ଆନ୍ଦୋଳନ ନେଇ ସଜବାଜ ଆରମ୍ଭ ହେଲାଣି । କଥା ଦେଇ କଥା ରଖୁ ନାହାନ୍ତି ମୋହନ ସରକାର । କ୍ଷମତାକୁ ଆସିବା ଆଗରୁ ଦୃଢ ପ୍ରତିଶୃତି, କ୍ଷମତାରେ ବସିଲା ପରେ ଆଉ ପାଖ ମଡେଇ ଦେଉ ନାହାନ୍ତିା ଗତ ମାଚ୍ଚ ମ
ଭୁବନେଶ୍ୱର, ୧୮ ଅକ୍ଟୋବର (ହି.ସ.)- ଝଡ଼ ସହିତ ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର । ଏସବୁ ସ୍ଥାନରେ
ନୂଆଦିଲ୍ଲୀ, ୧୮ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବ
Enter your Email Address to subscribe to our newsletters
युगवार्ता
नवोत्थान
ଇମ୍ଫାଲ, ୧୮ ଅକ୍ଟୋବର (ହି.ସ.)- ଶନିବାର ଦିନ ମଣିପୁରର କାମଜୋଙ୍ଗ ଜିଲ୍ଲା ମୁଖ୍ୟାଳୟରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଗୁଳି ଚଳାଇବାରୁ ତିନି ଜଣ ତାଙ୍ଗଖୁଲ ନାଗା ନାଗରିକ ସୁରକ୍ଷା ସ୍ୱେଚ୍ଛାସେବୀ ଆହତ ହୋଇଥିଲେ। ନାଗା ଭିଲେଜ ଗାର୍ଡ (ଏନଭିଜି) ର ଇଷ୍ଟର୍ଣ୍ଣ କମାଣ୍ଡ ଦ୍ୱାରା ଜାରି ଏକ ବିବୃତ୍ତିରେ ଏହା
କାଲବୁର୍ଗୀ, ୧୮ ଅକ୍ଟୋବର (ହି.ସ.)- କର୍ଣ୍ଣାଟକର କାଲବୁର୍ଗୀରେ ଏକ ମିଳିତ ଅପରେସନରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଏବଂ ସ୍ଥାନୀୟ ପୋଲିସ ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରଖିଥିବା ଅଭିଯୋଗରେ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ପ୍ରିୟାଙ୍କ ଖର୍ଗେ ରବିବାର ଏହି ସୂଚ
ଗ୍ୱାଲିୟର, ୧୮ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଶୀତଳା ମାତା ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ଦଳି ଦେଇ ଯାଇଥିବା ଏକ ନିୟନ୍ତ୍ରଣହୀନ ଟ୍ରକ୍ ୧୪ ଜଣଙ୍କ ଜୀବନ ନେଇଛି। ସପ୍ତମୀ ଅବସରରେ ଦେବୀଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ ମଧ୍ୟରାତ୍ରି ପରେ ଘଟିଥିବା ଏହି ଦୁର୍ଘଟଣାକୁ
ନୂଆଦିଲ୍ଲୀ, ୧୮ ଅକ୍ଟୋବର (ହି.ସ.)। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଚୋରବାଗାନ ସାର୍ବଜନୀନ ପୂଜା ମଣ୍ଡପରେ ରବିବାର ଘଟିଥିବା ଦଳାଚକଟା ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଗଭୀର ଶୋକ ପ୍ରକାଶ କରିଛନ୍ତି। ଡକ୍ଟର ଜୟଶଙ୍କର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “କୋଲକାତାରେ ଘଟିଥ
Never miss a thing & stay updated with all the latest news around the world!
468.9k
14.1k
Odisha, 18 ଅକ୍ଟୋବର (ହି.ସ.)ଖୋର୍ଦ୍ଧା,ନୟାଗଡ଼ ଖୋର୍ଦ୍ଧା ନୂଆ ବାଇପାସ୍ରେ ଶିଳ୍ପାଞ୍ଚଳ ପୋଲିସର ବଡ଼ ଚଢ଼ାଉ। ଆନ୍ତଃରାଜ୍ୟ କୋରେକ୍ସ ନେଟୱର୍କର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ପୋଲିସ।ଘଟଣା ସମ୍ପୃକ୍ତମୁଖ୍ୟ ଅଭିଯୁକ୍ତ ସମେତ ୧୦ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ପୋଲିସ ୫,୫୨୦ ବୋତଲ (ପ୍ରାୟ
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ସୁଲୁସୁଲିଆ ଶୀତୁଆ ପବନ ସହ କାଶତଣ୍ଡିର ତାଳେ ନାଚୁଛି ଗାଁ ଠୁ ସହର । ସେହି ପାର୍ବଣ ନାଚରେ ସାମିଲ ହୋଇଛି ରାଣୀତାଲ ଅଂଚଳ। ବାର ବର୍ଷରେ ପଦାର୍ପଣ କରଥିବା ରାଣୀତାଲ ଦୁର୍ଗାପୂଜା ବେଶ ଜମୁଛି ଏଥର। ପାଗ ଅନୁକୂଳ ଥିବାରୁ ଦୁଇ ଦିନ ହେବ ଭକ୍ତଙ୍କ ବେଶ ସମାଗମ ଦେଖିବାକୁ
ଗଞାମ, 18 ଅକ୍ଟୋବର (ହି.ସ.) : ମାଡ଼ମାରିଵାଦୋକାନଭଙ୍ଗାରୁଜା ଓ ଧମକ ଅଭିଯୋଗରେ ୩ ଗିରଫ* ଗଞ୍ଜାମ ୧୮ଅକ୍ଟୋବର(ହିସ) * ୧୮.୧୦.୨୬ -* ଦେଙ୍ଗାପଦର ହରିଜନ ସାହିରେ ଗୋଟିଏ ଦୋକାନରେ ଭଙ୍ଗାରୁଜା ଓ ମାଡ଼ ଘଟଣାରେ ସଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। *ଅଭିଯୁକ୍ତମାନେ ହେଲେ ସମସ୍ତେ ଦେଙ୍ଗାପଦର
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ବନ୍ତ ପୁରୁଣା ବଜାର ଠାରେ ସର୍ବପୁରାତନ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଛି । ପ୍ରାରମ୍ଭରେ ସୁଶୀଲ କୁମାର ଦାଶ, ଲକ୍ଷ୍ମୀ ନାରାୟଣ ପାଣି ନିକଟସ୍ଥ ପୁଷ୍କରିଣୀରୁ କଳସ ଆଣିବା ପରେ ଘଟସ୍ଥାପନା ପୂର୍ବକ ଶନିବାର ସପ୍ତମୀ ପୂଜା ଆରମ୍ଭ ହୋଇଥିଲା । ମୁଖ୍ୟ
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଚଳଚଂଚଳ ହୋଇଉଠିଛି ଶାରଦୀୟ ଦୁର୍ଗାପୂଜାର ମାହୋଲ ଓ ଉତ୍ସବ ମୁଖର ହୋଇ ଉଠିଛି। ପୂଜାମଣ୍ଡପ ଗୁଡ଼ିକରେ ଘଟ ସ୍ଥାପନ କରାଯାଇ ଯଥାରୀତିନୀତି ଅନୁସାରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ବ୍ଲକର କଲ୍ୟାଣୀନଗର, ଦୋବଲ ବଜାର,
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରସିଦ୍ଧ ଆଗରପଡା ବଙ୍ଗାଳୀ ସାହିରେ ସର୍ବ ପୁରାତନ ପ୍ରାୟ ୨ ଶହ ବର୍ଷରୁ ଉର୍ଦ୍ଧ ମା’ଦୁର୍ଗାଙ୍କର ମୃଣ୍ମୟ ମୂର୍ତୀ ପୂଜା ବଙ୍ଗୀୟ ସମ୍ପ୍ରଦାୟର ଅଧିବାସୀମାନେ ମହା ସମାରୋହରେ ପାଳନ କରିଆସୁଛନ୍ତି । କାରିଗରଙ୍କ ଦ୍ୱାରା ମା’ ଙ୍କୁ ଶେଷ ସ୍ପର୍
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ମୂଳ ଚୁକ୍ତିମୂଲ୍ୟଠାରୁ ପ୍ରାୟ ୩୦ ପ୍ରତିଶତ ଅଧିକ ବ୍ୟୟ। ଧାମନଗର ବ୍ଲକର ଜୟନଗର ଓ ଦକ୍ଷିଣାବାଡ଼ଠାରେ ନିର୍ମାଣାଧୀନ ଦୁଇଟି ମଲ୍ଟିପରପଜ୍ ହଲ୍ର ସଂଶୋଧିତ ଆକଳନକୁ ନେଇ ଏବେ ଗୁରୁତ୍ୱ ବଢ଼ିଛି। ଉଭୟ ପ୍ରକଳ୍ପର ମୂଳ ଚୁକ୍ତିମୂଲ୍ୟ ୪ କୋଟି ୫୪ ଲକ୍ଷ ୩୯ ହଜାର ୬୩୧ ଟଙ୍କା ଥି
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅସୁରାଳି ଶହୀଦ ମଣ୍ଡଳ ଅଧୀନ ଖପରପଦା ପଂଚାୟତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।ଶକ୍ତି କେନ୍ଦ୍ର ପ୍ରମୁଖ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବ
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମ ପଂଚାୟତର ସେଠୀ ସାହି ଠାରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ସର୍ବସ ପୋଡ଼ି ଜଳି ପାଉଁଶ ହୋଇଯାଇଛି। ଏହି ଘଟଣାର ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ
ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ । ପୂଜା ପାଇଁ ଗାଁଠୁ ସହର ଚଳଚଂଚଳ। ଆଜି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାସପ୍ତମୀ ପୂଜା। ମାଆ ଦଶଭୂଜାଙ୍କ ଆରାଧନାରେ ନିମଗ୍ନ ସମସ୍ତେ । ସବୁ ବର୍ଷ ପରି ଏଥର ମଧ୍ୟ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ଶାରଦୀ
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ବିଭିନ୍ନ ଠିକାଦାରଙ୍କଠାରୁ ଲାଂଚ ଆଦାୟ କରାଯାଉଥିବା ନେଇ ମିଳିଥିବା ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରେ ଚଢ଼ାଉ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ ମହାନଦୀ ଉତର ଡିଭିଜନ, ଜଗତପୁର, କଟକର ସୁପରିେଂଟଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କ ନ
ନୂଆଦିଲ୍ଲୀ, ଅକ୍ଟୋବର 15 (ହି.ସ)- ନେଦରଲ୍ୟାଣ୍ଡର ପ୍ୟାରିସ୍ ଅଲିମ୍ପିକ୍ ମାରାଥନ୍ ଚାମ୍ପିଅନ୍ ସିଫାନ୍ ହାସନ୍ ଅପର୍ଯ୍ୟାପ୍ତ ପ୍ରସ୍ତୁତି ଯୋଗୁଁ ନ୍ୟୁୟର୍କ ସିଟି ମାରାଥନ୍ ରୁ ଓହରି ଯାଇଛନ୍ତି। ସେ ଗୁରୁବାର ସୋସିଆଲ ମିଡିଆରେ ଏହା ଘୋଷଣା କରି କହିଛନ୍ତି ଯେ ଅସୁସ୍ଥତା ତାଙ୍କ ଅଭ୍ୟାସକୁ ପ୍ରଭାବିତ କର
କାଠମାଣ୍ଡୁ, ୧୫ ଅକ୍ଟୋବର (ହି.ସ.)। ନେପାଳ ସରକାରଙ୍କ ଦ୍ୱାରା ସୁପାରିସ କରାଯାଇଥିବା ଦୁଇଜଣ ପ୍ରସ୍ତାବିତ ରାଷ୍ଟ୍ରଦୂତ ସଂସଦୀୟ ଶୁଣାଣିରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି। ବୁଧବାର ଅନୁଷ୍ଠିତ ସଂସଦୀୟ ଶୁଣାଣି କମିଟିର ବୈଠକରେ ସାଉଦି ଆରବ ପାଇଁ ପ୍ରସ୍ତାବିତ ଗିରିବହାଦୁର ସୁନାର ଏବଂ ମାଲେସିଆ ପାଇଁ
କାଠମାଣ୍ଡୁ, ୧୪ ଅକ୍ଟୋବର (ହି.ସ.)। ନେପାଳରୁ ଭାରତ ଯାଉଥିବା ଯାତ୍ରୀମାନେ ଏଣିକି ଏକ ନିର୍ଦ୍ଦିଷ୍ଟ ପ୍ରକାରର ପାୱାର ବ୍ୟାଙ୍କ ନିଜ ସହିତ ନେଇଯାଇପାରିବେ ନାହିଁ। ନେପାଳ ଏୟାରଲାଇନ୍ସ ପକ୍ଷରୁ ଏକ ସୂଚନା ଜାରି କରି ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦିଆଯାଇଛି। ଭାରତର ବେସାମରିକ ବିମାନ ଚଳାଚଳ ମହାନି
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha