ବଲାଙ୍ଗିର ପୋଲିସ କୁ ବଡ଼ ସଫଳତା ୩୯ ଲୁଟ ମୋବାଇଲ ସହିତ ୯ ଲୁଟେରା ଅଟକ: : ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଲା ବଲାଙ୍ଗିର ପୋଲିସ
ବଲାଙ୍ଗିର, 1 ଅକ୍ଟୋବର (ହି.ସ.) ବଲାଙ୍ଗିର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ୩୯ ଲୁଟ ମୋବାଇଲ ସହିତ ୯ ଜଣ ଲୁଟେରା ଙ୍କୁ ଅଟକ ରଖିଛି ଆଜି ପୋଲିସ୍। : ଏହି ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଲା ବଲାଙ୍ଗିର ପୋଲିସ ଏହି ଗ୍ୟାଙ୍ଗ ରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୮ ପୁରୁଷ ସହିତ ଜଣେ ମହି
ବଲାଙ୍ଗିର ପୋଲିସ କୁ ବଡ଼ ସଫଳତା ୩୯  ଲୁଟ ମୋବାଇଲ ସହିତ ୯ ଲୁଟେରା ଅଟକ:  : ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଲା  ବଲାଙ୍ଗିର ପୋଲିସ


ବଲାଙ୍ଗିର, 1 ଅକ୍ଟୋବର (ହି.ସ.)

ବଲାଙ୍ଗିର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ୩୯ ଲୁଟ ମୋବାଇଲ ସହିତ ୯ ଜଣ ଲୁଟେରା ଙ୍କୁ ଅଟକ ରଖିଛି ଆଜି ପୋଲିସ୍।

: ଏହି ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଲା ବଲାଙ୍ଗିର ପୋଲିସ

ଏହି ଗ୍ୟାଙ୍ଗ ରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୮ ପୁରୁଷ ସହିତ ଜଣେ ମହିଳା ଙ୍କୁ ପୋଲିସ ଅଟକ ରଖିଚି ଭବାନୀପାଟଣା ର ଗତକାଲି ଛତର ଯାତ୍ରାରୁ ଏହି ଗ୍ୟାଙ୍ଗ ଚୋରି କରିଥିବା ୩୯ ଗୋତି ମୋବାଇଲ ଓ ୪ ବାଇକ୍‌ କୁ ପୋଲିସ ଜବତ କରିଛି। ବଙ୍ଗୋମୁଣ୍ଡା ମୁରିବହାଲ ସୀମାନ୍ତ ଅଞ୍ଚଳ ରେ କନ୍ଦବାହାଲର ଏକ ମାର୍କେଟ କମ୍ପ୍ଲକ୍ସରୁ ଭାଗ ବଣ୍ଟା ବେଳେ ଏମାନଙ୍କୁ ଧରିଲା ପୋଲିସ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande