ଭୁବନେଶ୍ୱର, 01 ଅକ୍ଟୋବର (ହି.ସ,) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଅକଟୋବର ୨ ତାରିଖ ଦିନ୮. ୩୦ ମି ସମୟରେ ବିଧାନସଭା ପରିସରରେ ଏକ
ସର୍ବଧର୍ମ ପ୍ରାଥନା ସଭା ଅନୁଷ୍ଠିତ ହେବା ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ବହୁ ମାନ୍ୟଗଣ୍ୟ
ଅତିଥି ଯୋଗଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ