ଜିଏସଟି କମିଲା ତେବେ ଖାଉଟି ଜିନିଷ ଦରକମୁନି
ଗଞାମ, 1 ଅକ୍ଟୋବର (ହି.ସ.)କେନ୍ଦ୍ର ସରକାର ଜିଏସଟିକମାଇଲେତେବେ ବ୍ୟବସାୟୀମାନେ ଖାଊଟୀଦର କମାଉନାହାନ୍ତି। ଜିଏସଟି କମିଲା ପୂର୍ବରୁ ଓମଫେଡ ଘିଅ କିଲୋଡଵା‌ ୭୦୦,ଟଙ୍କାରେ‌‌ ବ୍ରହ୍ମପୁରରେ ଵିକ୍ରିହୋଇଥିବାବେଳେ ଆଜିମଧ୍ଧ‌ ସ଼େହି ୭୦୦,ଟଙ୍କାରେ ଡିଲର‌ବିକ୍ରିକରୁଥିବାରୁ ଖାଊଟିତଥା‌ଜନସାଧାରଣଙ୍କମନରତୀଵ୍ର
ଜିଏସଟି କମିଲା ତେବେ ଖାଉଟି ଜିନିଷ ଦରକମୁନି


ଗଞାମ, 1 ଅକ୍ଟୋବର (ହି.ସ.)କେନ୍ଦ୍ର ସରକାର ଜିଏସଟିକମାଇଲେତେବେ ବ୍ୟବସାୟୀମାନେ ଖାଊଟୀଦର କମାଉନାହାନ୍ତି। ଜିଏସଟି କମିଲା ପୂର୍ବରୁ ଓମଫେଡ ଘିଅ କିଲୋଡଵା‌ ୭୦୦,ଟଙ୍କାରେ‌‌ ବ୍ରହ୍ମପୁରରେ ଵିକ୍ରିହୋଇଥିବାବେଳେ ଆଜିମଧ୍ଧ‌ ସ଼େହି ୭୦୦,ଟଙ୍କାରେ ଡିଲର‌ବିକ୍ରିକରୁଥିବାରୁ ଖାଊଟିତଥା‌ଜନସାଧାରଣଙ୍କମନରତୀଵ୍ର ଅସନ୍ତୋଷ ଦେଖାଦେଇଛି। ଓମଫେଡ ‌କତ୍ତୃପକ୍ଷ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande