ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.) ଉପ ମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ ବୁଧବାର ଦିନ ପାଟଣାଗଡ଼ ଠାରେ ବଏଲ ଯାତ୍ରାରେ ଯୋଗ ଦେଇଛନ୍ତି । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ବଲାଙ୍ଗୀରର ପାଟଣାଗଡ଼ ଠାରେ ବଏଲ ଯାତ୍ରା ରେ ଯୋଗ ଦେଇ ମା ସମଲେଇ ଙ୍କୁ ସ୍ଵାଗତ କରି ମା ଙ୍କ ର ଆଶୀର୍ବାଦ ଭିକ୍ଷା କରିଥିଲି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ