କେନ୍ଦୁଝର ନଗର ପକ୍ଷରୁ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
କେନ୍ଦୁଝର, 1 ଅକ୍ଟୋବର (ହି.ସ.) ବିଜୟା ଦଶମୀରେ ପୃଥିବୀର ସର୍ବ ବୃହତ୍ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ଥାପନା ଦିବସ। ଚଳିତ ବର୍ଷ ସଙ୍ଘ ଶତାବ୍ଦୀ ବର୍ଷ ପାଳନ କରୁଛି। ଏହି ଅବସରରେ କେନ୍ଦୁଝର ନଗର ପକ୍ଷରୁ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଆସନ୍ତା କାଲି ଅନୁଷ୍ଠିତ ହେବ। ଏହି ଅବସରରେ ସ୍ଥାନୀୟ
କେନ୍ଦୁଝର ନଗର ପକ୍ଷରୁ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ


କେନ୍ଦୁଝର, 1 ଅକ୍ଟୋବର (ହି.ସ.)

ବିଜୟା ଦଶମୀରେ ପୃଥିବୀର ସର୍ବ ବୃହତ୍ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ଥାପନା ଦିବସ। ଚଳିତ ବର୍ଷ ସଙ୍ଘ ଶତାବ୍ଦୀ ବର୍ଷ ପାଳନ କରୁଛି। ଏହି ଅବସରରେ କେନ୍ଦୁଝର ନଗର ପକ୍ଷରୁ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଆସନ୍ତା କାଲି ଅନୁଷ୍ଠିତ ହେବ। ଏହି ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରୁ ଏକ ବିଶାଳ ପଥ ସଞ୍ଚଳନ ସହର ପରିକ୍ରମା କରି ସହର ପରିକ୍ରମା କରିବ। ଉକ୍ତ କାର୍ଯ୍ୟକ୍ରମରେ ଆରଏସଏସ ର ପୂର୍ବ ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande