୭୦ଟି ମଣ୍ଡପରେ ଶାରଦୀୟ ପୂଜା ଉତ୍ସବ, ନବମୀରେ ମାଁ'ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

ସମ୍ବଲପୁର, ୦୧ ଅକ୍ଟୋବର (ହି.ସ.) ଦୁର୍ଗତି ନାଶିନୀ ମାଁ ଦୁର୍ଗାଙ୍କ ଶାରଦୀୟ ପାଇଁ ସମଗ୍ର ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ଏଥର ସମ୍ବଲପୁରରେ ୭୦ଟି ଜାଗାରେ ଆୟୋଜନ ହେଉଛି ଦୁର୍ଗାପୂଜା ରଙ୍ଗିନ ଆଲୋକ ମାଳାରେ ଝଲସି ଉଠୁଛି ସଂପୃକ୍ତ ଅଂଚଳ ସହରର ଛୋଟ ଛୋଟ ପଡ଼ାଠାରୁ ଆରମ୍ଭକରି ପ୍ରମୁଖ ଛକ ଆଉ ପଢ଼ାଗୁଡ଼ିକରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହିତ ଆୟୋଜନ କରାଯାଇଛି ମହିଷାମର୍ଦ୍ଦିନୀ ମା' ଦୁର୍ଗାଙ୍କ ପୂଜା । ଗତକାଲି ଷଷ୍ଠୀ ତିଥିରେ ସହରରେ କାଳିବାଡ଼ି ସମେତ କେତେକ ଜାଗାରେ ମା' ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା। ତେବେ ସୋମବାର ସପ୍ତମୀ ତିଥିରେ ପ୍ରାୟତଃ ପୂଜା ମଣ୍ଡପରେ ଦୁର୍ଗାପୂଜା ଆରମ୍ଭ ହୋଇଛି।ଅନେକ ପୂଜା ମଣ୍ଡପରେ ଭାଇ ଜିଉଁତିଆ ଅବସରରେ

ମା' ଦୁର୍ଗା ସ୍ବତନ୍ତ୍ର ପୂଜା ସହିତ ସ୍ତୁତି ଗାନ କରାଯାଇଥିଲା। ପୂଜା ଅବସରରେ ସନ୍ଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଭିଡ ରହିଥିଲା । ବିଶେଷକରି ଧନୁପାଲି ଓ ଗୋବିନ୍ଦତୋଳା ଅଂଚଳରେ ପୂଜା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ଟ୍ରାଫିକ ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳାକୁ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମନ୍ତ ବାରିକଙ୍କ ନେତୃତ୍ବରେ ଧନୁପାଲି ଥାନା ଅଧିକାରୀ ଆଦିତ୍ୟ ମାହାକୁଡ଼ଙ୍କ ସହିତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ବୁଢ଼ାରଜା ଫାଟକ ଅଂଚଳରେ ବି ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande