ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ତେଲକୋଇ ବିଧାୟକ
କେନ୍ଦୁଝର, 1 ଅକ୍ଟୋବର (ହି.ସ.) ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାୟକ ଡ଼ ଫକିର ଚନ୍ଦ୍ର ନାୟକ ସପରିବାର କେନ୍ଦୁଝର ସହରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଏହି ଅବସରରେ ବିଧାୟକ ସହରର ଦୁର୍ଗତି ନାସିନୀ ପୂଜା ମଣ୍ଡପରେ ସପରିବାର ଦର୍ଶନ କରିବା ସହ ପ୍ରସାଦ ବଣ୍ଟନ କାର୍ଯ୍ୟ
ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ତେଲକୋଇ ବିଧାୟକ


କେନ୍ଦୁଝର, 1 ଅକ୍ଟୋବର (ହି.ସ.)

ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାୟକ ଡ଼ ଫକିର ଚନ୍ଦ୍ର ନାୟକ ସପରିବାର କେନ୍ଦୁଝର ସହରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଏହି ଅବସରରେ ବିଧାୟକ ସହରର ଦୁର୍ଗତି ନାସିନୀ ପୂଜା ମଣ୍ଡପରେ ସପରିବାର ଦର୍ଶନ କରିବା ସହ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande