ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 1 ଅକ୍ଟୋବର (ହି.ସ.) - ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଦରଣୀୟ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବି
ପୂର୍ବତନ ରାଷ୍ଟ୍ରପତି     ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 1 ଅକ୍ଟୋବର (ହି.ସ.)

- ପୂର୍ବତନ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,

ଆଦରଣୀୟ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ।

ଆପଣଙ୍କ ସାର୍ବଜନୀନ ଜୀବନ ସମର୍ପଣ, ଗାରିମା ଓ ନିଷ୍ଠାର ଅଦ୍ୱିତୀୟ ଉଦାହରଣ ଅଟେ ।

ସାମ୍ବିଧାନିକ ମୂଲ୍ୟର ରକ୍ଷା ଓ ସମାଜର ପ୍ରତି ବର୍ଗର ସଶକ୍ତିକରଣ ପାଇଁ ଆପଣଙ୍କ ପ୍ରୟାସ

ପ୍ରେରଣୀୟ ଅଟେ । ଈଶ୍ୱରଙ୍କ ନିକଟରେ ଆପଣଙ୍କ ସ୍ୱାସ୍ଥ୍ୟପୂର୍ଣ୍ଣ ସୁଦୀର୍ଘ ଜୀବନ କାମନା କରୁଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande