ଭୁବନେଶ୍ୱର, 1 ଅକ୍ଟୋବର (ହି.ସ.)
- ଜାତୀୟ
ସ୍ଵେଚ୍ଛାକୃତ ରକ୍ତଦାନ ଦିବସରେ ସମସ୍ତଙ୍କୁ ରକ୍ତଦାନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିବଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ସ୍ଵେଚ୍ଛାକୃତ
ରକ୍ତଦାନ ଦିବସ ଅବସରରେ ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜଣାଉଛି। ଆସନ୍ତୁ ବହୁମୂଲ୍ୟ ଜୀବନ
ରକ୍ଷା କରିବା ନିମନ୍ତେ ରକ୍ତଦାନ ପାଇଁ ଶପଥ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା