ଅନ୍ତର୍ଜାତୀୟ କଫି ଦିବସର ଶୁଭକାମନା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 1 ଅକ୍ଟୋବର (ହି.ସ.) - ଅନ୍ତର୍ଜାତୀୟ କଫି ଦିବସରେ ଶୁଭକାମନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ,ନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ କଫି ଦିବସରେ ଶୁଭକାମନା। ଆସନ୍ତୁ ଏହି ଅବସରରେ ଆମ ଓଡ଼ିଶାର ସ୍ୱତନ୍
ଅନ୍ତର୍ଜାତୀୟ କଫି ଦିବସର     ଶୁଭକାମନା ଜଣାଇଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 1 ଅକ୍ଟୋବର (ହି.ସ.)

- ଅନ୍ତର୍ଜାତୀୟ

କଫି ଦିବସରେ ଶୁଭକାମନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ,ନେଇ ସୋସିଆଲ

ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ କଫି ଦିବସରେ ଶୁଭକାମନା। ଆସନ୍ତୁ ଏହି

ଅବସରରେ ଆମ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ କୋରାପୁଟ କଫିର ପ୍ରଚାର ପ୍ରସାର କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande