ଜମ୍ମୁ,୧୦ ଅକ୍ଟୋବର (ହି.ସ.)- ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଶୁକ୍ରବାର
ଦିନ ଯାତାୟାତ ପାଇଁ ଖୋଲିଛି। ତଥାପି ଛୋଟ ଏବଂ ବଡ଼ ଯାନବାହନ ପାଇଁ ରାଜପଥ ଏକପାଖିଆ ଖୋଲା ରହିଛି।ସୂଚନା ଅନୁଯାୟୀଆଜି ଛୋଟ ଯାନବାହାନକୁ
କେବଳ ଶ୍ରୀନଗରରୁ ଜମ୍ମୁକୁ ଚଳାଚଳ କରିବାକୁ ଅନୁମତି ଦିଆଯାଉଛି। ଛୋଟ ଯାନବାହନକୁ ସକାଳ ୭:୦୦
ରୁ ସକାଳ ୧୦:୦୦ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନବାହାନକୁ
ଜାମ୍ମୁରୁ ଶ୍ରୀନଗର । ଛୋଟ ଯାନବାହନକୁ
ସକାଳ ପରେ ଜମ୍ମୁରୁ ଶ୍ରୀନଗର ଛୋଟ ଯାନବାହାନ
ପରେଯିବାକୁ ଅନୁମତି ଦିଆଯାଉଛି।ଏହି ନିଷ୍ପତ୍ତି
ସତର୍କତାମୂଳକ ପଦକ୍ଷେପ ଭାବରେ ନିଆଯାଇଛି କାରଣ କିଛି ସ୍ଥାନରେ ରାସ୍ତା ଏବେ ବି କ୍ଷତିଗ୍ରସ୍ତ
ହୋଇଛି। ରାଜପଥକୁ ସମ୍ପୂର୍ଣ୍ଣ ପୁନଃସ୍ଥାପିତ କରିବାକୁ କିଛି ଦିନ ଲାଗିପାରେ। ମୁଗଲ୍ ରୋଡରେ
ଛୋଟ ଯାନବାହନ ଚଳାଚଳ ପାଇଁ ଖୋଲା ଅଛି। ରାଜପଥକୁ
ସମ୍ପୁର୍ଣ୍ଣ ଭାବରେ ରାସ୍ତାର ଉଭୟ ପାର୍ଶ୍ୱରୁ ଛୋଟ ଯାନବାହନ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବାବେଳେଭାରୀ ଯାନବାହନକୁ ଆଜି
ଶୋପିଆନ୍ ରୁ ପୁଞ୍ଚକୁ ଚଳାଚଳ କରିବାକୁ ଅନୁମତି ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା