ଭୁବନେଶ୍ୱର, 10 ଅକ୍ଟୋବର (ହି.ସ.)
- ଇଡିରେ ହାଜର ହୋଇଛନ୍ତି ବହୁ ଚର୍ଚ୍ଚିତ ଅର୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ
ଚାନ୍ଦ । ଆଜି ହାଜର ହେବା ପାଇଁ ଜଗବନ୍ଧୁଙ୍କୁ ଇଡିସମନ କରିଥିଲା । ସମନ ଆଧାରରେ ହାଜର ହୋଇଛନ୍ତି ଜଗବନ୍ଧୁ । ବିଭିନ୍ନ ପ୍ରକାର କାଗଜ ପତ୍ର
ଦାଖଲ ପାଇଁ ତାଙ୍କୁ ଇଡିପକ୍ଷରୁ ସମନ କରାଯାଇଥିଲା । ଗତ କିଛି ଦିନ ପୂର୍ବରୁ ସତ୍ୟ ବିହାର ସ୍ଥିତ ଅର୍ଚନାଙ୍କ
ଆଲିସାନ ଘରକୁ ସିଲ କରିଥିଲା ଇଡି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା