ଛତିଶଗଡ଼ର ବିଜାପୁରରେ ପେସର ଆଇଇଡିରେ ବିସ୍ଫୋରଣରେ ଏସ୍‌ଟିଏଫ୍‌ର ଜବାନ ଆହତ
ବୀଜାପୁର, ୧୩ ଅକ୍ଟୋବର(ହି.ସ.) – ଛତିଶଗନର ବୀଜାପୁର ଜିଲ୍ଲାରେ ସୋମବାର ଦିନ ପେଶର ଆଇଇଡିରେ ବିସ୍ଫୋରଣରେ ଏସ୍‌ଟିଏଫ୍‌ର ଜବାନ ଆହତ ହୋଇଛନ୍ତି। ତାଙ୍କୁ ଭୋପାଳପଟନମରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ହେଲିକାପ୍ଟର ସାହାଯ୍ୟରେ ରାୟପୁର ପଠାଯାଇଛି। ବୀଜାପୁର ଜିଲ୍ଲାରେ ଭୋପାଳପଟ୍ଟନମ
ଛତିଶଗଡ଼ର ବିଜାପୁରରେ ପେସର ଆଇଇଡିରେ ବିସ୍ଫୋରଣରେ ଏସ୍‌ଟିଏଫ୍‌ର ଜବାନ ଆହତ


ବୀଜାପୁର, ୧୩ ଅକ୍ଟୋବର(ହି.ସ.) – ଛତିଶଗନର ବୀଜାପୁର ଜିଲ୍ଲାରେ ସୋମବାର ଦିନ ପେଶର ଆଇଇଡିରେ ବିସ୍ଫୋରଣରେ ଏସ୍‌ଟିଏଫ୍‌ର ଜବାନ ଆହତ ହୋଇଛନ୍ତି। ତାଙ୍କୁ ଭୋପାଳପଟନମରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ହେଲିକାପ୍ଟର ସାହାଯ୍ୟରେ ରାୟପୁର ପଠାଯାଇଛି।

ବୀଜାପୁର ଜିଲ୍ଲାରେ ଭୋପାଳପଟ୍ଟନମ ଥାନା ଅନ୍ତର୍ଗତ ନେଶନାସ ପାର୍କ ଏରିଆର ଗ୍ରାମ ଚିଲ୍ଲାମରକାର ଜଙ୍ଗଲରେ ସୁରକ୍ଷାବଳଙ୍କ ଏସ୍‌ଟିଏଫ୍‌(ସ୍ପେଶଲ ଟାସ୍କ ଫୋର୍ସ)ର ଟିମ୍ ଆଜି ସକାଳେ ଏରିୟା ଡର୍ମିନେଶନରେ ବାହାରିଥିଲା। ଏହି ଅବସରରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ପ୍ରେଶର ଆଇଇଡିରେ ବିସ୍ଫୋରଣ ହେବାରୁ ଏସ୍‌ଟିଏଫ୍‌ର ଏକ ଜବାନ ଆହତ ହୋଇଯାଇଛନ୍ତି। ଭୋପାଳପଟନମରେ ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଅଧିକ ଚିକିତ୍ସା ପାଇଁ ହେଲିକାପ୍ଟର ସାହାଯ୍ୟରେ ରାୟପୁର ପଠାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande