ରାଜ୍ୟ ସମବାୟ ଡ୍ରାଫ୍ଟ ପଲିସି ୨୫ ନେଇ ଆଂଚଳିକ କର୍ମଶାଳା ଅନୁଷ୍ଠିତ ହେବ
କେନ୍ଦୁଝର, ୧୩ ଅକ୍ଟୋବର (ହି.ସ.) - ଆସନ୍ତା କାଲି ରାଜ୍ୟ ସମବାୟ ଡ୍ରାଫ୍ଟ ପଲିସି ୨୫ ନେଇ ଆଂଚଳିକ କର୍ମଶାଳା ଅନୁଷ୍ଠିତ ହେବ । ସ୍ଥାନୀୟ ଅଡିଟୋରିୟମରେ ହେବାକୁ ଥିବା ଏହି କର୍ମଶାଳାରେ ସମବାୟ ଓ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର, ମୟୂରଭଞ
ରାଜ୍ୟ ସମବାୟ ଡ୍ରାଫ୍ଟ ପଲିସି ୨୫ ନେଇ ଆଂଚଳିକ କର୍ମଶାଳା ଅନୁଷ୍ଠିତ ହେବ


କେନ୍ଦୁଝର, ୧୩ ଅକ୍ଟୋବର (ହି.ସ.) - ଆସନ୍ତା କାଲି ରାଜ୍ୟ ସମବାୟ ଡ୍ରାଫ୍ଟ ପଲିସି ୨୫ ନେଇ ଆଂଚଳିକ କର୍ମଶାଳା ଅନୁଷ୍ଠିତ ହେବ । ସ୍ଥାନୀୟ ଅଡିଟୋରିୟମରେ ହେବାକୁ ଥିବା ଏହି କର୍ମଶାଳାରେ ସମବାୟ ଓ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ପ୍ରତିଭାଗି ଯୋଗ ଦେବେ ବୋଲି ଡେପୁଟି ରେଜିଷ୍ଟ୍ରାର କୋପୋରେଟିଭ ସୋସାୟିଟୀ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande