ଗଙ୍ଗନଗର ପଲ୍ଲୀ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା
Bhubaneswar, 14 ଅକ୍ଟୋବର (ହି.ସ.) ଆସନ୍ତା ଅକ୍ଟୋବର ୧୬ ତାରିଖ (ଗୁରୁବାର) ସକାଳ ୯ ଘଟିକା ସମୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ପଲ୍ଲୀ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହେବ। ଏହି ପଦଯାତ୍ରା ରେ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍
ଗଙ୍ଗନଗର ପଲ୍ଲୀ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା


Bhubaneswar, 14 ଅକ୍ଟୋବର (ହି.ସ.)

ଆସନ୍ତା ଅକ୍ଟୋବର ୧୬ ତାରିଖ (ଗୁରୁବାର) ସକାଳ ୯ ଘଟିକା ସମୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ପଲ୍ଲୀ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହେବ।

ଏହି ପଦଯାତ୍ରା ରେ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ। କାର୍ଯ୍ୟକ୍ରମ ରେ ଆପଣମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଛନ୍ତି ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande