ଇଡିର 70 କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ବିଭିନ୍ନ ରାଜ୍ୟରେ ଚଢାଉ
ନୂଆଦିଲ୍ଲୀ 14 ଅକ୍ଟୋବର (ହି.ସ)-ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ମଙ୍ଗଳବାର 70 କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାର ମନି ଲ୍ୟାଣ୍ଡରିଂ ତଦନ୍ତ ବିଭିନ୍ନ ରାଜ୍ୟରେ ଚଢାଉ କରାଯାଇଛି।ସରକାରୀ ସୂତ୍ର ଅନୁଯାୟୀ ମନି ଲଣ୍ଡରିଂ ନିବାରଣ ଆଇନ, 2002 (ପିଏମଏଲଏ) ଅଧୀନରେ
ଇଡିର 70 କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ବିଭିନ୍ନ ରାଜ୍ୟରେ ଚଢାଉ


ନୂଆଦିଲ୍ଲୀ 14 ଅକ୍ଟୋବର (ହି.ସ)-ପ୍ରବର୍ତ୍ତନ

ନିର୍ଦ୍ଦେଶାଳୟ(ଇଡି)ମଙ୍ଗଳବାର 70 କୋଟି ଟଙ୍କାର

ବ୍ୟାଙ୍କ ଋଣ ଠକେଇ ମାମଲାର ମନି ଲ୍ୟାଣ୍ଡରିଂ ତଦନ୍ତ ବିଭିନ୍ନ ରାଜ୍ୟରେ ଚଢାଉ କରାଯାଇଛି।ସରକାରୀ

ସୂତ୍ର ଅନୁଯାୟୀ ମନି ଲଣ୍ଡରିଂ ନିବାରଣ ଆଇନ, 2002 (ପିଏମଏଲଏ) ଅଧୀନରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀ ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର ଏବଂ

ମୁମ୍ବାଇର ପ୍ରାୟ ଚାରୋଟି ସ୍ଥାନରେ ଚଢାଉ କରୁଛି। କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀ ଏହି

କାର୍ଯ୍ୟାନୁଷ୍ଠାନ ଯଶଦୀପ ଶର୍ମା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ସିବିଆଇର ପ୍ରାଥମିକ ତଦନ୍ତ ନେବା ପରେ

ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande