ଘଟାଗାଁ ୧୫ଅକ୍ଟୋବର (ହିସ)ସ୍ଥାନୀୟ ବ୍ଲକ କୁଣ୍ଡାପିଠା ଗ୍ରାମ ନିକଟ ଗ ଦ ଗ ଦୀ ଘାଟ ନିକଟରେ ଥିବା କୁଣ୍ଡେଶ୍ୱର ମନ୍ଦିର ପରିସରରେ ଆଗାମୀ ମକର ମେଳା ପାଇଁ ପ୍ରଥମପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ପଲେଇଙ୍କ ସଭାପତିତ୍ୱରେ ଉପ ସଭାପତିମନୋରଞ୍ଜନ ମହନ୍ତବାମା ଚରଣ ମୁଣ୍ଡା ଜଳଧର ନାୟକ ରଣଜିତ ପଲେଇ ସମ୍ପାଦକ ଶଶିକାନ୍ତ ମହନ୍ତ ଦୀପକ ମହନ୍ତ ସନ୍ତୋଷ ସେଠି କୋଷାଧକ୍ଷ ରାମ ଚନ୍ଦ୍ର ନାୟକ ରାଧା. ମୁଣ୍ଡା ଏବଂ ଅନ୍ୟ ସଦସ୍ୟ ମାନେ ଆଲୋଚନା ରେ ଭାଗ ନେଇଥିଲେଉଦ୍ୟୋକ୍ତ ବିଜୟ କୁମାର ପଳେଇ ମନ୍ଦିର ଓ ମେଳର ବିଭିନ୍ନ ସମସ୍ୟା ଉପରେ ସୂଚନା ଦେଇ ଥିଲେ ଭୋଗ ମଣ୍ଡପ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ଉଦବେଗ ପ୍ରକାଶ ପାଇ ଥିଲା ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ