4ଟି ରାଜ୍ୟର 5ଟି ବିଧାନସଭା ସିଟରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି
ନୂଆଦିଲ୍ଲୀ, 15 ଅକ୍ଟୋବର (ହି.ସ.) ଭାରତୀୟ ଜନତା ପାର୍ଟି (ଭାଜପା) ବୁଧବାର ଦିନ ଚାରିଟି ରାଜ୍ୟର ୫ଟି ବିଧାନସଭା ଉପନିର୍ବାଚନ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଜଣେ ମୁସଲିମ୍ ପ୍ରାର୍ଥୀ ମଧ୍ୟ ସାମିଲ୍ ଅଛନ୍ତି। ଭାଜପା ତାଲିକା
4ଟି ରାଜ୍ୟର 5ଟି ବିଧାନସଭା ସିଟରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି


ନୂଆଦିଲ୍ଲୀ, 15 ଅକ୍ଟୋବର (ହି.ସ.)

ଭାରତୀୟ ଜନତା ପାର୍ଟି (ଭାଜପା) ବୁଧବାର ଦିନ ଚାରିଟି ରାଜ୍ୟର ୫ଟି ବିଧାନସଭା ଉପନିର୍ବାଚନ ଆସନ

ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଜଣେ ମୁସଲିମ୍ ପ୍ରାର୍ଥୀ ମଧ୍ୟ

ସାମିଲ୍ ଅଛନ୍ତି।

ଭାଜପା

ତାଲିକା ଅନୁସାରେ, ଝାରଖଣ୍ଡର ଘାଟଶିଲା (ଏସ୍‌ଟି) ସୁରକ୍ଷିତ ଆସନରୁ ବାବୁଲାଲ୍ ସୋରେନ, ଜମ୍ମୁ-କଶ୍ମୀରର

ବଡଗାମ ଆସନରୁ ଆଗା ସୟ୍ୟଦ୍ ମୋହସିନ ଏବଂ ନଗରୋଟା ଆସନରୁ ଦେବୟାନୀ ରାଣାଙ୍କୁ ପ୍ରାର୍ଥୀ

କରାଯାଇଛି।

ସେହିପରି, ଓଡ଼ିଶାର

ନୁଆପଡ଼ା ଆସନରୁ ଜୟ ଢୋଲକିଆ ଓ ତେଲେଙ୍ଗାନାର ଜୁବିଲୀ ହିଲ୍ସ ଆସନରୁ ଲଙ୍କାଲା ଦୀପକ୍ ରେଡ଼ୀଙ୍କୁ

ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ସୂଚନା ଭାଜପା ମହାସଚିବ ଅରୁଣ ସିଂହଙ୍କ ଦ୍ୱାରା ଜାରି

କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande