ଡ. କାଲାମଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)-ଭାରତ ରତ୍ନ ଡ.ଏପିଜେ ଅବଦୁଲ କାଲାମଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜଣେ ବିଶିଷ୍ଟ ଶିକ୍ଷକ, ଜଣେ ଅସାଧାରଣ ବୈ
ଡ. କାଲାମଙ୍କୁ ଶ୍ରଦ୍ଧାଂଜଳି     ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)-ଭାରତ ରତ୍ନ

ଡ.ଏପିଜେ ଅବଦୁଲ କାଲାମଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜଣେ

ବିଶିଷ୍ଟ ଶିକ୍ଷକ, ଜଣେ ଅସାଧାରଣ ବୈଜ୍ଞାନିକ,

ଜନତାଙ୍କର ରାଷ୍ଟ୍ରପତି ଓ 'ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ', ଭାରତ ରତ୍ନ ଡ଼. ଏପିଜେ ଅବ୍ଦୁଲ୍ କଲାମଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ମରଣ କରୁଛୁ।

ଜଣେ ଦୂରଦୃଷ୍ଟି ଓ ରାଜନେତା ଭାବରେ, ତାଙ୍କର ଜୀବନ, ଆଦର୍ଶ ଓ କାର୍ଯ୍ୟ

ସାଧନା ଆଜି ମଧ୍ୟ ଯୁବ ମନମସ୍ତିଷ୍କକୁ ପ୍ରେରଣା ଦେଉଛି। ଆସନ୍ତୁ,

ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ନେଇ,

ଏକ ସଶକ୍ତ ଓ ସ୍ୱାବଲମ୍ବୀ ଭାରତ ଗଠନ କରିବା ପାଇଁ

ପ୍ରୟାସ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande