ମିସାଇଲ୍ ମ୍ୟାନ ଏପିଜେ ଅବଦୁଲ କାଲାମଙ୍କୁ ନମନ କଲେ ଜୁଏଲ ଓରାମ
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ମିସାଇଲ୍ ମ୍ୟାନ ଏପିଜେ ଅବଦୁଲ କାଲାମଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି, ''ମିସାଇଲ୍ ମ୍ୟାନ୍'' ଭାବେ
ମିସାଇଲ୍     ମ୍ୟାନ ଏପିଜେ ଅବଦୁଲ କାଲାମଙ୍କୁ ନମନ କଲେ ଜୁଏଲ ଓରାମ


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)-

ମିସାଇଲ୍ ମ୍ୟାନ ଏପିଜେ ଅବଦୁଲ କାଲାମଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି, 'ମିସାଇଲ୍

ମ୍ୟାନ୍' ଭାବେ

ପରିଚିତ, ମହାନ

ବୈଜ୍ଞାନିକ ଓ 'ଭାରତ ରତ୍ନ' ଡ଼ା. ଏ.ପି.ଜେ. ଅବଦୁଲ୍ କଲାମ୍ ଜୀଙ୍କ ଜୟନ୍ତୀରେ

ତାଙ୍କୁ କୋଟି କୋଟି ପ୍ରଣାମ।

ଦେଶ ପ୍ରତି

ତାଙ୍କର ଅଦ୍ୱିତୀୟ ସମର୍ପଣ ଓ ଜୀବନ ସଂଘର୍ଷ ସମାଜର ସମଗ୍ର ଉନ୍ନତି ପାଇଁ ସମସ୍ତଙ୍କ ମଧ୍ୟରେ

କର୍ତ୍ତବ୍ୟବୋଧର ଭାବନା ଜାଗ୍ରତ କରାଏ। ବିଜ୍ଞାନ ଓ ଗବେଷଣା ପ୍ରତି ତାଙ୍କର ସମର୍ପିତ କାର୍ଯ୍ୟ

ସମଗ୍ର ଦେଶବାସୀଙ୍କ ପାଇଁ ଏକ ଅବିରତ ପ୍ରେରଣା ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande