ରାଜଧାନୀରୁ ନାବାଳିକା ଅପହରଣ
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.) - ରାଜଧାନୀରୁ ନାବାଳିକା ଅପହରଣ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ପରିବାର ଲୋକଙ୍କ ଅଭିଯୋଗ । ଦଶହରା ଭଶାଣି ଦେଖିବାକୁ ଆସି ଅପହରଣର ଶିକାର । ମଞ୍ଚେଶ୍ଵର ଥାନା ଗାଡ଼କଣ ଅଞ୍ଚଳରୁ ନିଖୋଜ ହୋଇଯାଇଛି ନାବାଳିକା । ଗତ ୩ ତାରିଖ
ରାଜଧାନୀରୁ ନାବାଳିକା     ଅପହରଣ


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)

- ରାଜଧାନୀରୁ

ନାବାଳିକା ଅପହରଣ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ପରିବାର ଲୋକଙ୍କ ଅଭିଯୋଗ । ଦଶହରା

ଭଶାଣି ଦେଖିବାକୁ ଆସି ଅପହରଣର ଶିକାର । ମଞ୍ଚେଶ୍ଵର ଥାନା ଗାଡ଼କଣ ଅଞ୍ଚଳରୁ ନିଖୋଜ ହୋଇଯାଇଛି

ନାବାଳିକା । ଗତ ୩ ତାରିଖରୁ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକ କରିଛନ୍ତି ଅଭିଯୋଗ

। ଅଭିଯୋଗ ପାଇବା ପରେ ମଞ୍ଚେଶ୍ୱର ଥାନାରେ କେଶ୍ ନମ୍ବର 636/25 ରେ ବିଏନଏସ 137(2) ଅନୁସାରେ ମାମଲା ରୁଜୁ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ହେଲେ

ଘଟଣାକୁ ୧୨ ଦିନ ବିତିବା ପରେ ମଧ୍ୟ ଅପହରଣର ଶିକାର ନାବାଳିକାଙ୍କୁ ଉଦ୍ଧାର କରାଯାଇ ପାରିନି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande