ନୂଆପଡ଼ାରେ ପ୍ରଚାର କରିବେ ନବୀନ
ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ନୂଆପଡ଼ାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ। ବିରୋଧୀ ଦଳ ନେତ।। ନବୀନ ପଟ୍ଟନାୟକ ଦୁଇ ଦିନ ଧରି ନୂଆପଡ଼ାରେ ରହିବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ବିଜେଡି ପ୍ରାର୍ଥୀ ଘୋଷଣା ହେବ। ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ନୂ
ନୂଆପଡ଼ାରେ ପ୍ରଚାର କରିବେ ନବୀନ


ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ନୂଆପଡ଼ାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ। ବିରୋଧୀ ଦଳ ନେତ।। ନବୀନ ପଟ୍ଟନାୟକ ଦୁଇ ଦିନ ଧରି ନୂଆପଡ଼ାରେ ରହିବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ବିଜେଡି ପ୍ରାର୍ଥୀ ଘୋଷଣା ହେବ। ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande