ଛତିଶଗଡର ସୁକମାରେ 50ଲକ୍ଷର 27 ଇନାମୀ ନକ୍ସଲଙ୍କ ଆତ୍ମସମର୍ପଣ
ସୁକମା, 15 ଅକ୍ଟୋବର (ହି.ସ.)- ଛତିଶଗଡ଼ର ସୁକମା ଜିଲ୍ଲାରେ ବୁଧବାର ଦିନ ପୂର୍ବରୁ ୫୦ ଲକ୍ଷ ଟଙ୍କା ଇନାମି ୨୭ ଜଣ ନକ୍ସଲ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସୁକମା ପୁଲିସ୍ ଅଧୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଆତ୍ମସମର୍ପ
ଛତିଶଗଡର     ସୁକମାରେ 50ଲକ୍ଷର 27 ଇନାମୀ ନକ୍ସଲଙ୍କ ଆତ୍ମସମର୍ପଣ


ସୁକମା, 15 ଅକ୍ଟୋବର (ହି.ସ.)- ଛତିଶଗଡ଼ର ସୁକମା ଜିଲ୍ଲାରେ ବୁଧବାର ଦିନ ପୂର୍ବରୁ ୫୦

ଲକ୍ଷ ଟଙ୍କା ଇନାମି ୨୭ ଜଣ ନକ୍ସଲ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ସୁକମା

ପୁଲିସ୍ ଅଧୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ସମସ୍ତେ

ନକ୍ସଲ ପୂର୍ବରୁ ବିଭିନ୍ନ ହିଂସାପୂର୍ଣ୍ଣ ଘଟଣାରେ ସମ୍ପୃକ୍ତ ଥିଲେ।

ଏମାନଙ୍କ

ମଧ୍ୟରେ, ପିଏଲଜିଏ ବଟାଲିୟନ୍ ନମ୍ବର ୦୧ ରେ

ସକ୍ରିୟ ୨ ଜଣ ହାର୍ଡକୋର ମାଓବାଦୀ, ସିୱାଇସିଏମର ଜଣେ, ଦଳ ସଦସ୍ୟ ୧୫ ଜଣ ଓ ଅନ୍ୟ ୧୧ ଜଣ ସକ୍ରିୟ ନକ୍ସଲ ସାମିଲ୍ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande