28 ତମ ଏସିଆନ ଟେବୁଲ ଟେନିସ ଚାମ୍ପିୟାନ୍ସର ଆଜି ଫାଇନାଲ
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- 28 ତମ ଏସିଆନ ଟେବୁଲ ଟେନିସ ଟିମ ଚାମ୍ପିୟାନ୍ସ । ଆଜି ଖେଳାଯିବ ଉଭୟ ଫାଇନାଲ ମ୍ୟାଚ । ପୁରୁଷରେ ଚାଇନା ଏବଂ ହଙ୍ଗ କଙ୍ଗ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ମହିଳାରେ ଜାପାନ ଏବଂ ଚାଇନା ମଧ୍ୟରେ ମୁକାବିଲା ହେବ । ପୂର୍ବରୁ ଉଭୟ ଭାରତ
28 ତମ ଏସିଆନ ଟେବୁଲ       ଟେନିସ ଚାମ୍ପିୟାନ୍ସର ଆଜି ଫାଇନାଲ


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- 28 ତମ ଏସିଆନ ଟେବୁଲ ଟେନିସ ଟିମ ଚାମ୍ପିୟାନ୍ସ । ଆଜି

ଖେଳାଯିବ ଉଭୟ ଫାଇନାଲ ମ୍ୟାଚ । ପୁରୁଷରେ ଚାଇନା ଏବଂ ହଙ୍ଗ କଙ୍ଗ ମଧ୍ୟରେ ଖେଳାଯିବାକୁ ଥିବା

ବେଳେ ମହିଳାରେ ଜାପାନ ଏବଂ ଚାଇନା ମଧ୍ୟରେ ମୁକାବିଲା ହେବ । ପୂର୍ବରୁ ଉଭୟ ଭାରତୀୟ ଟିମ

କ୍ଵାଟର ଫାଇନାଲରୁ ପରାଜିତ ହେବା ସହ ପୋଡିୟମ ଫିନିସରୁ ବଞ୍ଚିତ ହୋଇଛନ୍ତି । ଟୁର୍ନାମେଣ୍ଟରେ

ଭାରତୀୟ ପୁରୁଷ ଦଳ ଷଷ୍ଠ ଓ ମହିଳା ଦଳ ଅଷ୍ଟମ ସ୍ଥାନରେ ଅଭିଯାନ ସମାପ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande