ଫିଟ୍ ଇଣ୍ଡିଆ 31ଅକ୍ଟୋବରରୁ ଆରମ୍ଭ କରିବ ଦେଶବ୍ୟାପୀ 'କାଶ୍ମୀରରୁ କନ୍ୟାକୁମାରୀ' ଏବଂ 'ପେଡଲ୍ ଟୁ ପ୍ଲାଣ୍ଟ' ସାଇକିଲିଙ୍ଗ ଅଭିଯାନ
ନୂଆଦିଲ୍ଲୀ 17 ଅକ୍ଟୋବର(ହି.ସ)- ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ମୁଖ୍ୟ ମିଶନ ଫିଟ୍ ଇଣ୍ଡିଆ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମବାର୍ଷିକୀରେ 31ଅକ୍ଟୋବରରୁ ଦେଶବ୍ୟାପୀ ଦୁଇଟି ପ୍ରମୁଖ ଦେଶବ୍ୟାପୀ ଦୁଇଟି ବଡ ସାଇକିଲିଙ୍ଗ ଅଭିଯାନର ଆୟୋଜନ କରୁଛି
ଫିଟ୍ ଇଣ୍ଡିଆ 31ଅକ୍ଟୋବରରୁ ଆରମ୍ଭ କରିବ ଦେଶବ୍ୟାପୀ 'କାଶ୍ମୀରରୁ କନ୍ୟାକୁମାରୀ' ଏବଂ 'ପେଡଲ୍ ଟୁ ପ୍ଲାଣ୍ଟ' ସାଇକିଲିଙ୍ଗ ଅଭିଯାନ


ନୂଆଦିଲ୍ଲୀ 17 ଅକ୍ଟୋବର(ହି.ସ)- ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ମୁଖ୍ୟ ମିଶନ

ଫିଟ୍ ଇଣ୍ଡିଆ, ସର୍ଦ୍ଦାର

ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମବାର୍ଷିକୀରେ 31ଅକ୍ଟୋବରରୁ ଦେଶବ୍ୟାପୀ ଦୁଇଟି ପ୍ରମୁଖ ଦେଶବ୍ୟାପୀ

ଦୁଇଟି ବଡ ସାଇକିଲିଙ୍ଗ ଅଭିଯାନର ଆୟୋଜନ କରୁଛି।ଏହି

ଅଭିଯାନଗୁଡ଼ିକର ନାମରେ ଆୟରନ ହିଲ୍ସ ଅଫ ୟୁନିଟ ନାମିତ କରାଯାଇଥିଲା।ଯାହା ଦେଶର ଏକତା, ଫିଟନେସ୍ ଏବଂ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର

କରିବ।କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ 4,480 କିଲୋମିଟର ସାଇକିଲିଙ୍ଗ

କାଶ୍ମୀର ଟୁ କନ୍ୟାକୁମାରୀ ସାଇକିଲିଙ୍ଗ ଅଭିଯାନ 31 ଅକ୍ଟୋବରରେ ଶ୍ରୀନଗର (ଜମ୍ମୁ ଏବଂ

କାଶ୍ମୀର) ରୁ ଆରମ୍ଭ ହେବ।ଏହି ଏୈତିହାସିକ ଯାତ୍ରାରେ 150ସାଇକିଲ ଯାତ୍ରାରେ ଭାଗ ନେବେ ,ଯାହା

ସରଦାର ପଟେଲଙ୍କ 150ତମ ଜୟନ୍ତୀ ଅନନ୍ୟ ଶ୍ରଦ୍ଧାଞ୍ଜଳି ହେବ।ଏହି ଯାତ୍ରା ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଦେଇ 16 ନଭେମ୍ବରରେ

କନ୍ୟାକୁମାରୀ (ତାମିଲନାଡୁ) ରେ ଶେଷ ହେବ। ଏହି ଐତିହାସିକ ଯାତ୍ରାରେ 150 ସାଇକେଲ ଚାଳନକାରୀ

ଅଂଶଗ୍ରହଣ କରିବେ,ଯାହା ସର୍ଦ୍ଦାର ପଟେଲଙ୍କ 150 ତମ ଜନ୍ମବାର୍ଷିକୀ

ପ୍ରତି ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି। ଏହି ଅଭିଯାନର ନେତୃତ୍ୱ ନେବେ ପ୍ରସିଦ୍ଧ ପର୍ବତାରୋହୀ ନିଶା

କୁମାରୀ, ଯିଏ ୧୭ ମଇ୨୦୨୩ରେ ମାଉଣ୍ଟ

ଏଭରେଷ୍ଟ ଚଢ଼ିଥିଲେ ଏବଂ ଭାରତରୁ ଲଣ୍ଡନ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରି ଚେଞ୍ଜ ବିଫୋର

କ୍ଲାଇମେଟ ଚେଞ୍ଜର ବାର୍ତ୍ତା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande