ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଫେରାଇ ଆଣିବାକୁ ଉପରାଜ୍ୟପାଳ ସିହ୍ନାଙ୍କ ଋଷ ପ୍ରସ୍ଥାନ
ଶ୍ରୀନଗର, 17 ଅକ୍ଟୋବର (ହି.ସ.)- ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ରୁଷର କାଲମିକିୟା ପାଇଁ ପ୍ରସ୍ଥାନ କରିଛନ୍ତି। ସେ ଏକ ସପ୍ତାହ ଧରି ଚାଲିଥିବା ପ୍ରଦର୍ଶନୀ ପରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଫେରାଇ ଆଣିବା ପାଇଁ ଏକ ପ୍ରତିନିଧିମଣ୍ଡଳର
ଭଗବାନ ବୁଦ୍ଧଙ୍କ ପବିତ୍ର     ଅବଶେଷ ଫେରାଇ ଆଣିବାକୁ ଉପରାଜ୍ୟପାଳ ସିହ୍ନାଙ୍କ ଋଷ ପ୍ରସ୍ଥାନ


ଶ୍ରୀନଗର, 17 ଅକ୍ଟୋବର (ହି.ସ.)- ଜମ୍ମୁ-କାଶ୍ମୀରର

ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ରୁଷର କାଲମିକିୟା ପାଇଁ ପ୍ରସ୍ଥାନ କରିଛନ୍ତି। ସେ ଏକ

ସପ୍ତାହ ଧରି ଚାଲିଥିବା ପ୍ରଦର୍ଶନୀ ପରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଫେରାଇ ଆଣିବା

ପାଇଁ ଏକ ପ୍ରତିନିଧିମଣ୍ଡଳର ନେତୃତ୍ୱ କରିବେ।

ଏକ୍ସରେ ଦିଆଯାଇଥିବା ଏକ

ପୋଷ୍ଟରେ ଉପରାଜ୍ୟପାଳ କହିଛନ୍ତି ଯେ, ମୁଁ ରୁଷର କାଲମିକିୟା ପାଇଁ ପ୍ରସ୍ଥାନ କରୁଛି , ଯେଉଁଠି ମୁଁ ଏକ ସପ୍ତାହ ଧରି ଚାଲିଥିବା ପ୍ରଦର୍ଶନୀ ପରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ

ଫେରାଇ ଆଣିବା ପାଇଁ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବି। ଏହି ପବିତ୍ର ଅବସର ପାଇଁ ମୁଁ ମାନ୍ୟଗଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଓମ୍ ନମୋ

ବୁଦ୍ଧାୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande