ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଲେ ଅମିତ ଶାହ
ନୂଆଦିଲ୍ଲୀ, 18 ଅକ୍ଟୋବର (ହି.ସ.)- ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଶାହ କହିଛନ୍ତି ଯେ, ଧନତେରସର ପବିତ୍ର ପର୍ବର ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଭଗବାନ ଧନ୍ୱନ୍ତରୀଙ୍କ ନିକଟରେ ସମସ୍ତଙ୍କ
ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଲେ ଅମିତ ଶାହ


ନୂଆଦିଲ୍ଲୀ, 18 ଅକ୍ଟୋବର (ହି.ସ.)- ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଶାହ କହିଛନ୍ତି ଯେ, ଧନତେରସର

ପବିତ୍ର ପର୍ବର ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଭଗବାନ ଧନ୍ୱନ୍ତରୀଙ୍କ ନିକଟରେ ସମସ୍ତଙ୍କ

ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟର କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande