ନୂଆଦିଲ୍ଲୀ, 18 ଅକ୍ଟୋବର (ହି.ସ.)- ପବିତ୍ରଧନତେରସର ଶୁଭେଚ୍ଛା
ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ ମୋର ସମସ୍ତ ପରିବାରଜନଙ୍କୁ ଧନତେରାସର ଅନେକ
ଶୁଭକାମନା । ଏହି ପବିତ୍ର ଅବସରରେ ମୁଁ ସମସ୍ତଙ୍କୁ ସୁଖ, ସୌଭାଗ୍ୟ ଓ ଆରୋଗ୍ୟର କାମନା କରୁଛି
। ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କୁ ତାଙ୍କର ଭରପୂର ଆଶୀର୍ବାଦ ଦିଅନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା