ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 18 ଅକ୍ଟୋବର (ହି.ସ.) - ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ପବିତ୍ର ପର୍ବ ଧନତେରସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅନନ୍ତ
ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଲେ ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, 18 ଅକ୍ଟୋବର (ହି.ସ.)

- ପବିତ୍ର ଧନତେରସର ଶୁଭେଚ୍ଛା ଜଣାଇଛନ୍ତି ଉତର ପ୍ରଦେଶ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ

କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ପବିତ୍ର ପର୍ବ ଧନତେରସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅନନ୍ତ

ଶୁଭକାମନା । ମାଆ ଲକ୍ଷ୍ନୀଙ୍କ ଅସୀମ କୃପାରେ ଆପଣଙ୍କ ଘର- ଅଗଣାରେ ସୁଖ ସମୃଦ୍ଧି, ସୌଭାଗ୍ୟ

ଏବଂ ଖୁସିର ନିରନ୍ତର ପ୍ରବାହ ରହୁ, ଏହାହିଁ ପ୍ରାର୍ଥନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande