ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାନଡେ ସିରିଜର ପ୍ରଥମ ମୁକାବିଲା ଆଜି, ମୈଦାନକୁ ଓହ୍ଲାଇବେ ରୋହିତ-କୋହଲି ଯୋଡି
ନୂଆଦିଲ୍ଲୀ, 19 ଅକ୍ଟୋବର (ହି.ସ.)- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଅଷ୍ଟ୍ରେଲିଆର ପର୍ଥର ଓପ୍ଟସ୍ ଷ୍ଟାଡିଅମ୍‌ରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ସକାଳ 9ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ     ୱାନଡେ ସିରିଜର ପ୍ରଥମ ମୁକାବିଲା ଆଜି, ମୈଦାନକୁ ଓହ୍ଲାଇବେ ରୋହିତ-କୋହଲି ଯୋଡି


ନୂଆଦିଲ୍ଲୀ, 19 ଅକ୍ଟୋବର (ହି.ସ.)- ଭାରତ ଓ

ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି

ଅଷ୍ଟ୍ରେଲିଆର ପର୍ଥର ଓପ୍ଟସ୍ ଷ୍ଟାଡିଅମ୍‌ରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍

ସକାଳ 9ଟାରୁ ଆରମ୍ଭ ହେବ।

ଏହି ମ୍ୟାଚ୍‌ରେ ପ୍ରଥମ ଥର

ପାଇଁ ଶୁଭମନ୍ ଗିଲ୍ ଭାରତୀୟ ଦଳର କ୍ୟାପଟେନ ଭାବେ ଖେଳିବେ, ତେବେ ଅଷ୍ଟ୍ରେଲିଆ

ଦଳକୁ ମିଚେଲ୍ ମାର୍ଶ୍ ନେତୃତ୍ୱ ଦେବେ।ଦୀର୍ଘ ସମୟ ପରେ

ଦୁଇଜଣ ଦିଗ୍‌ଗଜ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲି ମୈଦାନରେ ଏକାଠି ଦେଖାଦେବେ।

ଏହି ବର୍ଷ ମାର୍ଚ୍ଚ ମାସରେ ଆୟୋଜିତ ଆଇସିସି ଚ୍ୟାମ୍ପିୟନ୍ସ ଟ୍ରଫିରେ ଦୁହେଁ ଖେଳିଥିଲେ ଓ ଉଭୟଙ୍କର

ଦମଦାର ପ୍ରଦର୍ଶନ ଦ୍ୱାରା ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଟ୍ରଫି ଜିତିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande