ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା
ଭୁବନେଶ୍ୱର, 02 ଅକ୍ଟୋବର (ହି.ସ,) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଦିନ୮. ୩୦ ମି ସମୟରେ ବିଧାନସଭା ପରିସରରେ ଏକ ସର୍ବଧର୍ମ ପ୍ରାଥନା ସଭା ଅନୁଷ୍ଠିତ ହେବା ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବେ । ---------------
ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା


ଭୁବନେଶ୍ୱର, 02 ଅକ୍ଟୋବର (ହି.ସ,) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଦିନ୮. ୩୦ ମି ସମୟରେ ବିଧାନସଭା ପରିସରରେ ଏକ ସର୍ବଧର୍ମ ପ୍ରାଥନା ସଭା ଅନୁଷ୍ଠିତ ହେବା ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande