ଆଜି ଆରଏସଏସର ବିଜୟ ଦଶମୀ ଉତ୍ସବ
ନାଗପୁର, 02 ଅକ୍ଚୋବର (ହି.ସ.) ଶ୍ରୀ ବିଜୟାଦଶମୀ ଉତ୍ସବ ଆଶ୍ୱିନ ଶୁକ୍ଲ ଦଶମୀ, ଗୁରୁବାର, ୨ ଅକ୍ଟୋବର ୨୦୨୫ ସକାଳ ୭.୪୦ ସମୟରେ ରେଶିମବାଗ ମୈଦାନରେ ଅନୁଷ୍ଠିତ ହେବ ।ମହାମହିମ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସରସଂଘଚାଳକ ଡ
ଆଜି ଆରଏସଏସର ବିଜୟ ଦଶମୀ ଉତ୍ସବ


ନାଗପୁର, 02 ଅକ୍ଚୋବର (ହି.ସ.) ଶ୍ରୀ ବିଜୟାଦଶମୀ ଉତ୍ସବ ଆଶ୍ୱିନ ଶୁକ୍ଲ ଦଶମୀ, ଗୁରୁବାର, ୨ ଅକ୍ଟୋବର ୨୦୨୫ ସକାଳ ୭.୪୦ ସମୟରେ ରେଶିମବାଗ ମୈଦାନରେ ଅନୁଷ୍ଠିତ ହେବ ।ମହାମହିମ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସରସଂଘଚାଳକ ଡକ୍ଟର ମୋହନଜୀ ଭାଗବତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande