ନୂଆଦିଲ୍ଲୀ, ଅକ୍ଟୋବର 20 (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦୀପାବଳୀରେ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ତାଙ୍କର ଶୁଭକାମନା ବାର୍ତାରେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ ଦୀପାବଳୀର ହାର୍ଦ୍ଦିକ ଶୁଭେଚ୍ଛା । ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କର ଜୀବନରେ ସୁଖ- ସମୃଦ୍ଧି ଓ ସୌହାର୍ଦ୍ଦ୍ୟରେ ଆଲୋକିତ କରୁ, ଏହା ହିଁ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ