ନୂଆଦିଲ୍ଲୀ, 20 ଅକ୍ଟୋବର (ହି.ସ.)- ଆଲୋକର ପର୍ବ
ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରକାଶ ଓ ଉଲ୍ଲାସର ପର୍ବ ଦୀପାବଳିର ସମସ୍ତଙ୍କୁ ହାର୍ଦ୍ଦିକ
ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମସ୍ତଙ୍କ ଆରୋଗ୍ୟ ଓ ଧନଧାନ୍ୟ ପ୍ରାର୍ଥନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା