ଭାରତ-ପାକିସ୍ତାନ ସୀମାରେ ଦୀପାବଳି ପାଳନ କଲେ ବିଏସଏଫ ଯବାନ
ଚଣ୍ଡିଗଡ, 20 ଅକ୍ଟୋବର (ହି.ସ.)- ଦେଶର ସୀମାର ସୁରକ୍ଷା କରିବା ସହିତ ନିଜ ଘରୁ ହଜାର ହଜାର କିଳୋମିଟର ଦୂରରେ ରହି ବିଏସଏଫ୍ (ସୀମା ସୁରକ୍ଷା ବଳ) ଯବାନମାନେ ନିଜର କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଦୀପାବଳି ପର୍ବ ପାଳନ କରିଛନ୍ତି। ସୀମାବର୍ତ୍ତୀ ଜିଲ୍ଲା ଗୁରଦାସପୁର ସେକ୍ଟ
ଭାରତ-ପାକିସ୍ତାନ ସୀମାରେ     ଦୀପାବଳି ପାଳନ କଲେ ବିଏସଏଫ ଯବାନ


ଚଣ୍ଡିଗଡ, 20 ଅକ୍ଟୋବର (ହି.ସ.)- ଦେଶର ସୀମାର

ସୁରକ୍ଷା କରିବା ସହିତ ନିଜ ଘରୁ ହଜାର ହଜାର କିଳୋମିଟର ଦୂରରେ ରହି ବିଏସଏଫ୍ (ସୀମା ସୁରକ୍ଷା

ବଳ) ଯବାନମାନେ ନିଜର କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଦୀପାବଳି ପର୍ବ ପାଳନ କରିଛନ୍ତି।

ସୀମାବର୍ତ୍ତୀ ଜିଲ୍ଲା ଗୁରଦାସପୁର ସେକ୍ଟରର ସୀମାରେ ବିଏସଏଫ୍ କର୍ମଚାରୀମାନଙ୍କ ସହିତ ଦୀପାବଳି

ପାଳିତ ହୋଇଛି। ଏହି ଉତ୍ସବରେ ବିଏସଏଫ୍‌ର ଆଇଜି ଅତୁଲ ଫୁଲଜଲେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ

ଥିଲେ। ଏହି ଅବସରରେ ଡିଆଇଜି ଓ ବ୍ୟାଟାଲିୟନ କମାଣ୍ଡାଣ୍ଟ

ଜଶବିନ୍ଦର କୁମାର ବିରଦି ବିଶେଷ ଭାବେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande